ପାଲଲହଡା: ପାଳଲହଡ଼ା ସତ୍ୟବନ୍ଧରେ ଉଦଘାଟିତ ହେଲା ନୂତନ ଦୁର୍ଗା ପୂଜା ମଣ୍ଡପ
ପାଳଲହଡ଼ା ବ୍ଲକ୍ ଖମାର ପଞ୍ଚାୟତ ସତ୍ୟବନ୍ଧଠାରେ ନୂତନ ଦୁର୍ଗା ପୂଜା ମଣ୍ଡପ ଉଦଘାଟିତ । କାର୍ଯ୍ୟକ୍ରମରେ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କାର ବିତରଣ କରାଯାଇଥିବା ବେଳେ ପୂର୍ବତନ ବିଧାୟକ ମୁକେଶ କୁମାର ପାଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।