କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଷ୍ଟେସନରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ସୁରଟରୁ ଫେରୁଥିଲେ ଗଞ୍ଜାମର ଗୋବିନ୍ଦ ସ୍ୱାଇଁ
ସୁରଟରୁ ଘରକୁ ଫେରୁଥିବା ବେଳେ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ଗୋବିନ୍ଦ ଚନ୍ଦ୍ର ସ୍ୱାଇଁଙ୍କ ମୃତ୍ୟୁ। ସୂତାକଳରେ କାମ କରୁଥିବା ଗୋବିନ୍ଦ ଅସୁସ୍ଥ ଥିବାରୁ ଘରକୁ ଫେରୁଥିଲେ। ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।