ବଲାଙ୍ଗୀର: ବଲାଙ୍ଗୀର ITI ପ୍ରିନ୍ସିପାଲ ଗିରଫ: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ
ବଲାଙ୍ଗୀର ସରକାରୀ ଆଇଟିଆଇ ପ୍ରିନ୍ସିପାଲ ସୁରେଶ କୁମାର ଦଳବେହେରା ଲାଞ୍ଚ ନେଇ ଗିରଫ। ଦରମା କରାଇଦେବା ବାହାନାରେ ଇନ୍ଷ୍ଟ୍ରକ୍ଟରଙ୍କଠାରୁ ନେଉଥିଲେ ଲାଞ୍ଚ। ଘରୁ ମିଳିଲା ୫.୧୬ ଲକ୍ଷ ଟଙ୍କା ଓ ୧୧ କୋଟିର ସମ୍ପତ୍ତି।