ସୁକିନ୍ଦା: ଯାଜପୁରରେ କାଳୀ ପୂଜା ପାଇଁ କଡ଼ା ସୁରକ୍ଷା: ପୋଲିସର ବ୍ୟାପକ ପ୍ରସ୍ତୁତି
କାଳୀ ପୂଜା ପାଇଁ ଯାଜପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା। ପୂଜା ମଣ୍ଡପରେ ପାଟ୍ରୋଲିଂ, ଭିଡ଼ ନିୟନ୍ତ୍ରଣ ଓ ମହିଳା ସୁରକ୍ଷା ଉପରେ ସ୍ୱତନ୍ତ୍ର ନଜର। ମଦ୍ୟପାନ କରି ଗଣ୍ଡଗୋଳ କଲେ ହେବ କାର୍ଯ୍ୟାନୁଷ୍ଠାନ।