ମା’ଙ୍କ ଆରାଧନାରେ ସାରା ସହର ମଗ୍ନ ଥିବାବେଳେ, ଜଳେଶ୍ୱରରୁ ଆସିଛି ଏକ ଛାତିଥରା ଖବର। ସୁରଭି କାର୍ଯ୍ୟକ୍ରମ ପାଇଁ ସ୍କୁଲ ଯାଇ ନିଖୋଜ ଥିବା ଜଣେ ନାବାଳିକାଙ୍କ ଗଳିତ ମୃତଦେହ ୫ ଦିନ ପରେ ଏକ ପରିତ୍ୟକ୍ତ ସ୍ଥାନରୁ ଠାବ ହୋଇଛି। ବେକରେ ଲୁଗା ବନ୍ଧା ହୋଇଥିବା ଦେଖିବାକୁ ମିଳିଥିବାବେଳେ ପରିବାର ପକ୍ଷରୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଅଣାଯାଇଛି।
#Jaleswar #OdishaNews #NakshatraNews #JusticeForMinor #CrimeNews #JaleswarPolice
Kamarda, Balasore | Oct 22, 2026