Public App Logo
Jansamasya
News
पुलिस
Bjp
National
Police
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
महिला
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
Uttarakhand
शादी

ବୀରମହାରାଜପୁର: ବରଘାଟ ଦାଦର ଠାରେ ଦନ୍ତା ହାତୀ ର ମୃତ୍ୟୁ ଘଟଣା, ଘଟଣା ସ୍ଥଳରେ ପହଞ୍ଚିଲେ ଯଏଣ୍ଟ ଟାସ୍କଫୋର୍ସ,ସବ ବ୍ୟବଛେଦ ପରେ ପୋତାହେଲା

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବନାଞ୍ଚଳ ଅନ୍ତର୍ଗତ ବରଘାଟ ଦାଦ ରରେ ଦନ୍ତା ହାତୀ ର ମୃତ୍ୟୁ ଘଟଣା, ଘଟଣା ସ୍ଥଳରେ ପହଞ୍ଚିଲେ ଯଏଣ୍ଟ ଟାସ୍କ ଫୋର୍ସ l ସୁଚନା ଅନୁସାରେ ଉକ୍ତ ସ୍ଥାନରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା l ଗତକାଲିର ହାତୀର ମୃତ୍ୟର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଆଜି ଯଏଣ୍ଟ ଟାସ୍କ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ତଦନ୍ତ କରିଥିଲେ l ପରେ ଟାସ୍କ ଫୋର୍ସ ଏବଂ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ହାତୀର ସବ ବ୍ୟବଚ୍ଛେଦ କରିବା ପରେ ପୋତି ଦିଆଯାଇଛି l ଏହି ଘଟଣାକୁ ନେଇ ବନବିଭାଗ ଟିମ୍ ତନାଘନା ଜାରି ରଖିଥିବା ସୁଚନମିଲିଛି l

MORE NEWS

ବୀରମହାରାଜପୁର: ବରଘାଟ ଦାଦର ଠାରେ ଦନ୍ତା ହାତୀ ର ମୃତ୍ୟୁ ଘଟଣା, ଘଟଣା ସ୍ଥଳରେ ପହଞ୍ଚିଲେ ଯଏଣ୍ଟ ଟାସ୍କଫୋର୍ସ,ସବ ବ୍ୟବଛେଦ ପରେ ପୋତାହେଲା - Biramaharajpur News