ଭୁବନେଶ୍ୱର: ପ୍ରଦ୍ୟୁମ୍ନ ବଳଙ୍କ 94ତମ ଜନ୍ମବାର୍ଷିକୀ ପାଳିତ: କିଟ୍ ଓ କିସ୍ ପରିବାର ଦେଲେ ଶ୍ରଦ୍ଧାଞ୍ଜଳି
Bhubaneswar, Khordha | Nov 9, 2026
ପ୍ରଖ୍ୟାତ ସମାଜବାଦୀ ନେତା ତଥା କିଟ୍ ଓ କିସ୍ ର ସ୍ଥାପକ ଅଧ୍ୟକ୍ଷ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ୯୪ତମ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ଡ଼କ୍ଟର ଅଚ୍ୟୁତ ସାମନ୍ତ ଛାତ୍ରଛାତ୍ରୀଙ୍କୁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଛନ୍ତି ।