#ବଡଖବର_ବଜ୍ରପାତରେ_ଚାଲିଗଲା_ବାପ_ପୁଅଙ୍କ_ଜୀବନ
#ଏମିତି ଦୁଃଖ କାହାରି ନଆସୁ #ଧାନ ବିଲରେ ଠିକା ରେ ଯାଇ ଧାନ ରୋଉଥିଲେ #ମାରିଲା ବଜ୍ରପାତ #ଆଣ୍ଠୁଏ କାଦୁଅ ଭିତରେ ମୁହଁ ମାଡି ପଡ଼ିଗଲେ ବାପ ପୁଅ ଅକାଳରେ ବାପ ପୁଅଙ୍କ ଜୀବନ ଚାଲିଗଲା ଢେଙ୍କାନାଳ କାମାକ୍ଷାନଗର ଗୁନେଇବିଲି ପଞ୍ଚାୟତ ବାଲିପଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି
publicnewsodiaodishan
lightning death kamakhyanagar guneibili gp balipada village father and his son breaking news today
Dhenkanal Sadar, Dhenkanal | Jul 27, 2026