Public App Logo
Jansamasya
News
पुलिस
Bjp
National
Police
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
महिला
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
Uttarakhand
शादी

ଲାଞ୍ଜିଗଡ: ଆରାଧ୍ୟା ଦେବୀ ଡୋକରୀଙ୍କ ପୂଜା ଅର୍ଚ୍ଚନା କରି ଜୟପାଟଣା ସମିତି ସଭାଗୃହ ଠାରେ ପାଳନ ହେଲା ୭୬ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ

Lanjigarh, Kalahandi | Nov 1, 2025
ଶନିବାର ନଭେମ୍ବର ୧ ତାରିଖ। ୧୯୪୯ ମସିହା ନଭେମ୍ବର ୧ ତାରିଖ ଦିନ କଳାହାଣ୍ଡି ସ୍ବତନ୍ତ୍ର ରାଜସ୍ବ ଜିଲ୍ଲାର ମାନ୍ୟତା ପାଇଥିଲା। ତେଣୁ ସମଗ୍ର କଳାହାଣ୍ଡିରେ ଉତ୍ସାହର ସହ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ କରାଯାଇଛି। ଏ ଅବସରରେ ଜୟପାଟଣା ବ୍ଲକ୍ ପ୍ରଶାସନ ପକ୍ଷରୁ ସମିତି ସଭା ଗୃହ ଠାରେ ମହାସମାରୋହରେ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ କରାଯାଇଛି।
ଲାଞ୍ଜିଗଡ: ଆରାଧ୍ୟା ଦେବୀ ଡୋକରୀଙ୍କ ପୂଜା ଅର୍ଚ୍ଚନା କରି ଜୟପାଟଣା ସମିତି ସଭାଗୃହ ଠାରେ ପାଳନ ହେଲା ୭୬ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ - Lanjigarh News