ବାଲିଗୁଡା: ପୁସାଙ୍ଗିଆ ରେ ଜମି ମାମଲା ନେ ବାଲିଗୁଡା ଥାନା ରେ ଏକ ଅଭିଯୋଗ ହଇଛି,
ପୁସାଙ୍ଗିଆ ରେ ଜମି ମାମଲା ନେ ବାଲିଗୁଡା ଥାନା ରେ ଏକ ଅଭିଯୋଗ ହଇଛି, ଏହି ଅଭିଯୋଗ ଟି ସମବାର ଦିନ 12ଘଣ୍ଟିକା ସମୟରେ ହଇଛି, ଏହି ଅଭିଯଗ ଟି ଫଲନ୍ତି ପ୍ରଧାନ, କରିଥିବା ବେଳେ ତାଙ୍କ ଅଧିନରେ ଥଗବା ଖାତା ନମ୍ବର26 ପ୍ଲଟ ନମ୍ବର 141, ଏଵଂ ଖାତା ନମ୍ବର 86 ପ୍ଲଟ ନମ୍ବର 140 ଦୁଇଟି ଜମି କୁ ଗପଵନ୍ଧୁ ପାତ୍ର ନାମକ ବ୍ୟକ୍ତି ମାଡି ବସିଛନ୍ତି ଯାହାକୁ ନେଇ ବାଲିଗୁଡା ଥାନା ରେ ଅଭିଯୋଗ କରିଥିବା ନେଇ ସୁଚନା ମିଳିଛି