Public App Logo
Jansamasya
News
पुलिस
Bjp
National
Police
Bihar
India
चुनाव
बीजेपी
भाजपा
Congress
Modi
Delhi
Viral
Jharkhand
Up
Rajasthan
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Cm
Madhyapradesh
Ahmedabad
Pmmodi
Rahulgandhi

ଉମରକୋଟ: ଗୃହ ପ୍ରବେଶ କଲେ ନବରଙ୍ଗପୁର ବିଧାୟକ, ଉପସ୍ଥିତ ଥିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

Umarkote, Nabarangpur | Nov 30, 2025
ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀଙ୍କ ଗୃହ ପ୍ରବେଶରେ ସାମିଲ ହେଲେ ଉମରକୋଟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ନିର୍ବାଚିତ ହେବାର ପାଖାପାଖି 2 ବର୍ଷ ପରେ ଆଜି ପୂର୍ବାହ୍ନ 11.30 ରେ ଭୁବନେଶ୍ୱର ସ୍ଥିତ ନିଜ ସରକାରୀ ବାସଭବନକୁ ଆସିଲେ ବିଧାୟକ। ପାରମ୍ପରିକ ପୂଜାର୍ଚ୍ଚନା ପରେ ଦଳୀୟ ବିଧାୟକ ଓ ନେତାଙ୍କ ଉପସ୍ଥିତି ରେ ଗୃହ ପ୍ରବେଶ କଲେ ବିଧାୟକ।

MORE NEWS