ଆଜି ଶୁକ୍ରବାର ଦିନ ଖଇରପାଲି ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଅଞ୍ଚଳର ବିଭିନ୍ନ ସ୍କୁଲ୍ ଶିକ୍ଷକ, ଅବିଭାବକ ମାନଙ୍କୁ ନେଇ crcc ଅଭିଷେକ ମହାନ୍ତି ଙ୍କ ତତ୍ୱାବଧାନ ରେ ଏକ ଶିକ୍ଷା ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଆଜି 12ଟା 20 ମିନିଟ ସମୟ ପାଖାପାଖି ରର beo ଲୋକନାଥ ଭୋଇ ଯୋଗଦେଇ ଥିଲେ। ଓ ସମ୍ମାନିତ ଅତିଥି ଭାବରେ budamal ସରପଞ୍ଚ ପ୍ରତିନିଧି, ସମିତି ସଭ୍ୟା, ଓ କଂସର ସରପଞ୍ଚ ଯୋଗଦେଇ ଅଞ୍ଚଳରେ ଥିବା 5+ରୁ 18 ବର୍ଷ ଭିତରେ ଶିକ୍ଷା ରୁ ଦୁରେଇ ଯାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଚିହ୍ନଟ କରିବା ସହ ତାଙ୍କୁ ଯୋଗାଯୋଗ