Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
मौत
Accident
Congress
Modi
Delhi
Viral
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

#ଏଭଳି_ଢଙ୍ଗରେ_ଲୋକଙ୍କୁ_ମୋବାଇଲ_କରୁଥିଲେ_ଚୋରି #ବେଙ୍ଗଲ_ଲୁଟେରା_ମୋ_ବସରୁ_ଚୋରି_କରୁଥିଲେ_ମୋବାଇଲ ମୋ ବସରୁ ଲୋକଙ୍କ ମୋବାଇଲ ଚୋରି କରୁଥିଲେ ପଶ୍ଚିମବଙ୍ଗର ଗ୍ୟାଙ୍ଗ, କମିଶନରେଟ ପୋଲିସ ସାତ ଜଣଙ୍କୁ ଗିରଫ କରିବା ସହ,ପଚାଶରୁ ଉର୍ଦ୍ଧ୍ୱ ମୋବାଇଲ ଜବତ କରିଛି। ପୋଲିସ କମିଶନର ଏସ ଦେବଦତ୍ତ ସିଂଙ୍କ ସାମ୍ବାଦିକ ସମ୍ମିଳନୀ। #MobileSnatching #MobileThept #MobileLoot #RubberyGang #WestBengalGang #MoBusSnatchingNews #CommsionratePolice #PoliceCommsioner #SDevdattaSingh #AustinNewsOdia #OdishaNews

Badachana, Jajpur | Jul 14, 2026

MORE NEWS

#ଦଶ_ଟଙ୍କା_ଅଣ୍ଡାକୁ_ଛଅ_ଟଙ୍କା_ପଚାଶରେ_କିଭଳି_ମ୍ୟାନେଜ_ହେବ
ପ୍ରଭାତୀଙ୍କ ଚାଲିଥିଲା ସମୀକ୍ଷା ଅଙ୍ଗନବାଡି କର୍ମୀ ନିଜର ଖୋଭ ପ୍ରକାଶ କଲେ।ବାସ୍ତବକୁ କେବେ ଗ୍ରହଣ କରିବ ବିଭାଗ,ଉପର ଠାଉରିଆ କର୍ମ ଚଳା କଥାରେ ଚାଲି ପାରିବ କି ମହିଳା ଶିଶୁ ବିକାଶ ବିଭାଗ ?
#DCMOdisha 
#WomensChildDevlopmentDepartment 
#PrabhatiParida
#AWWMealMakeing 
#AWWHotCook 
#AustinNewsOdia 
#OdishaNews

#ଦଶ_ଟଙ୍କା_ଅଣ୍ଡାକୁ_ଛଅ_ଟଙ୍କା_ପଚାଶରେ_କିଭଳି_ମ୍ୟାନେଜ_ହେବ ପ୍ରଭାତୀଙ୍କ ଚାଲିଥିଲା ସମୀକ୍ଷା ଅଙ୍ଗନବାଡି କର୍ମୀ ନିଜର ଖୋଭ ପ୍ରକାଶ କଲେ।ବାସ୍ତବକୁ କେବେ ଗ୍ରହଣ କରିବ ବିଭାଗ,ଉପର ଠାଉରିଆ କର୍ମ ଚଳା କଥାରେ ଚାଲି ପାରିବ କି ମହିଳା ଶିଶୁ ବିକାଶ ବିଭାଗ ? #DCMOdisha #WomensChildDevlopmentDepartment #PrabhatiParida #AWWMealMakeing #AWWHotCook #AustinNewsOdia #OdishaNews

Badachana, Jajpur | Jul 14, 2026

#ମୁଖ୍ୟମନ୍ତ୍ରୀଙ୍କ_କ୍ରାଇମ_ବ୍ରାଞ୍ଚ_ତଦନ୍ତକୁ_ଚିନୁଙ୍କ_କଟାକ୍ଷ 
#ତୁଟୁନି_ପାଠ୍ୟ_ପୁସ୍ତକ_ବିବାଦ 
ପିଲାଙ୍କ ପାଠ ବହି ଭୁଲ ଏହା ପୁନଃ ଛପା ହେବ ନ ହେବ ବିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏସସିଇଆରଟିକୁ କ୍ରାଇମ ବ୍ରାଞ୍ଚ ଦ୍ୱାରା ତଦନ୍ତ ପରିସରଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ବିଜୁ ଯୁବ ଜନତା ଦଳର ନେତା ଚିନ୍ମୟ ସାହୁଙ୍କ କଟାକ୍ଷ।
#BreakingNews 
#CMOOdisha 
#MohanCharanMajhi 
#BijuJanataDal 
#NimbudaNimbuda 
#JhalMudhi 
#CrimeBranch 
#CrimeBranchInvestigation 
#SCERTDepartment 
#ManoranjanPadhi 
#GovtSchoolBook 
#SchoolMassEducation 
#NityanandaGond
#ChinmayaSahoo 
#AustinNewsOdia 
#OdishaNews

#ମୁଖ୍ୟମନ୍ତ୍ରୀଙ୍କ_କ୍ରାଇମ_ବ୍ରାଞ୍ଚ_ତଦନ୍ତକୁ_ଚିନୁଙ୍କ_କଟାକ୍ଷ #ତୁଟୁନି_ପାଠ୍ୟ_ପୁସ୍ତକ_ବିବାଦ ପିଲାଙ୍କ ପାଠ ବହି ଭୁଲ ଏହା ପୁନଃ ଛପା ହେବ ନ ହେବ ବିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏସସିଇଆରଟିକୁ କ୍ରାଇମ ବ୍ରାଞ୍ଚ ଦ୍ୱାରା ତଦନ୍ତ ପରିସରଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ବିଜୁ ଯୁବ ଜନତା ଦଳର ନେତା ଚିନ୍ମୟ ସାହୁଙ୍କ କଟାକ୍ଷ। #BreakingNews #CMOOdisha #MohanCharanMajhi #BijuJanataDal #NimbudaNimbuda #JhalMudhi #CrimeBranch #CrimeBranchInvestigation #SCERTDepartment #ManoranjanPadhi #GovtSchoolBook #SchoolMassEducation #NityanandaGond #ChinmayaSahoo #AustinNewsOdia #OdishaNews

Badachana, Jajpur | Jul 14, 2026

#ଓଡିଶାରେ_ସିଙ୍ଗଲ_ୱିଣ୍ଡୋ_ବ୍ୟବସ୍ଥା_ହୋଇପାରିବ_କି 
ଅଷ୍ଟିନ ନ୍ୟୁଜ ସମ୍ପାଦକ ଅଜୟ ଅନୁରାଗ ମହାନ୍ତି ସଂତୃପ୍ଟ ମିଶ୍ରଙ୍କୁ ସାଂସଦରେ ଏହି ପ୍ରସଙ୍ଗ ଉଠାଇବା ପାଇଁ ଅନୁରୋଧ କରିଥିଲେ ଏବଂ କଣ କହିଲେ ମିଶ୍ର ଦେଖନ୍ତୁ।
#SingleWindowSysteamOdisha 
#SingleWindow 
#GovtOfOdisha 
#MPSantruptaMishra 
#BijuJanataDal 
#InteractMedia 
#MemberOfParliament 
#AustinNewsEditor 
#AjayaAnuragMohanty 
#LuckyMohanty 
#AustinNewsOdia 
#OdishaNews

#ଓଡିଶାରେ_ସିଙ୍ଗଲ_ୱିଣ୍ଡୋ_ବ୍ୟବସ୍ଥା_ହୋଇପାରିବ_କି ଅଷ୍ଟିନ ନ୍ୟୁଜ ସମ୍ପାଦକ ଅଜୟ ଅନୁରାଗ ମହାନ୍ତି ସଂତୃପ୍ଟ ମିଶ୍ରଙ୍କୁ ସାଂସଦରେ ଏହି ପ୍ରସଙ୍ଗ ଉଠାଇବା ପାଇଁ ଅନୁରୋଧ କରିଥିଲେ ଏବଂ କଣ କହିଲେ ମିଶ୍ର ଦେଖନ୍ତୁ। #SingleWindowSysteamOdisha #SingleWindow #GovtOfOdisha #MPSantruptaMishra #BijuJanataDal #InteractMedia #MemberOfParliament #AustinNewsEditor #AjayaAnuragMohanty #LuckyMohanty #AustinNewsOdia #OdishaNews

Badachana, Jajpur | Jul 13, 2026