#ଏଭଳି_ଢଙ୍ଗରେ_ଲୋକଙ୍କୁ_ମୋବାଇଲ_କରୁଥିଲେ_ଚୋରି
#ବେଙ୍ଗଲ_ଲୁଟେରା_ମୋ_ବସରୁ_ଚୋରି_କରୁଥିଲେ_ମୋବାଇଲ
ମୋ ବସରୁ ଲୋକଙ୍କ ମୋବାଇଲ ଚୋରି କରୁଥିଲେ ପଶ୍ଚିମବଙ୍ଗର ଗ୍ୟାଙ୍ଗ, କମିଶନରେଟ ପୋଲିସ ସାତ ଜଣଙ୍କୁ ଗିରଫ କରିବା ସହ,ପଚାଶରୁ ଉର୍ଦ୍ଧ୍ୱ ମୋବାଇଲ ଜବତ କରିଛି। ପୋଲିସ କମିଶନର ଏସ ଦେବଦତ୍ତ ସିଂଙ୍କ ସାମ୍ବାଦିକ ସମ୍ମିଳନୀ।
#MobileSnatching
#MobileThept
#MobileLoot
#RubberyGang
#WestBengalGang
#MoBusSnatchingNews
#CommsionratePolice
#PoliceCommsioner
#SDevdattaSingh
#AustinNewsOdia
#OdishaNews
Badachana, Jajpur | Jul 14, 2026