ଗୌତମ ନଗରରେ ଆଜି ସଂନ୍ଧ୍ୟାରେ ଗୌତମ ବୁଦ୍ଧ ପ୍ରତିମୂର୍ତ୍ତି ସହ କମ୍ୟୁନିଟି ହଲ ଶୁଭ ଉଦଘାଟନ ହୋଇଯାଇଛି। କୋରାପୁଟ ବିଧାୟକ ରଘୁରାମ ମାଛ ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ମୁନସିପାଲଟି ଚେୟାରମେନ ଲଲାଟ ରଞ୍ଜନ ସେଠୀ, ସ୍ଥାନୀୟ କାଉନସିଲର ପ୍ରଫୁଲ୍ଲ ମହାପାତ୍ର ସହ ସମସ୍ତ କାଉନସିଲର, ନିର୍ବାହୀ ଅଧିକାରୀ ଜ୍ଞାନଜୀତ ତ୍ରିପାଠୀ ଉପସ୍ଥିତ ଥିଲେ।ସନ୍ଧ୍ୟା ୭ ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ଚେୟାରମେନ