କଣ୍ଟାମାଳ: କଣ୍ଟାମାଲ ପୋଲିସର ବଡ଼ସଫଳତା ଲକ୍ଷାଧିକ ଟଙ୍କାର ଗଂଜେଇ ଜବତ ସାଲେପାଳି ଜଙ୍ଗଲ ହୋଇଛି ଏହି ଛଡାଉ
କଣ୍ଟାମାଲ ପୋଲିସର ବଡ଼ସଫଳତା ଲକ୍ଷାଧିକ ଟଙ୍କାର ଗଂଜେଇ ଜବତ କଣ୍ଟାମାଲ ଥାନା ସାଲେପାଳି ଗ୍ରାମ ଜଙ୍ଗଲ ନିକଟରେ ଗଂଜେଇ ଚୋରାଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିଲା I ଏହି ଖବର କୌଣସି ସୂତ୍ରରୁ କଣ୍ଟାମାଲ ଥାନା ଅଧିକାରୀ ଖବର ପାଇ ଥିଲେ I ଏହା ପରେ ଏକ ଟିମ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ I ପୋଲିସ କୁ ଦେଖି ଗଂଜେଇ ମାଫିଆ ଚମ୍ପଟ ମାରିଥିଲେ I ଘଟଣା ସ୍ଥଳରୁ 2କୁଇଣ୍ଟାଲ 60kg ଗଂଜେଇ ଜବତ କରିଥିଲା ପୋଲିସ I ଥାନାରେ ମାମଲା ରୁଜୁ କରି ତଦନ୍ତ ନେଇ କଣ୍ଟାମାଲ ଥାନା ଅଧିକାରୀ ସୂଚନା ଦେଇଛନ୍ତି I