ବଲାଙ୍ଗୀର: ବଲାଙ୍ଗୀର ଦେଶିଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ମାଲିଝେର ଚାମ୍ପିୟନ, ହଲଦି ରନର୍ସଅପ
ବଲାଙ୍ଗୀର ଦେଶିଲ ଗ୍ରାମରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମାଲିଝେର ଦଳ ଚାମ୍ପିୟନ ହୋଇଛି। ଫାଇନାଲ ମ୍ୟାଚରେ ମାଲିଝେର ଦଳ ହଲଦିକୁ ପରାସ୍ତ କରିଛି। ବିଜେତା ଦଳକୁ ୧୮ ହଜାର ଓ ଉପବିଜେତା ଦଳକୁ ୧୪ ହଜାର ଟଙ୍କା ପୁରସ୍କାର ଦିଆଯାଇଛି।