ଖରିଆର: ନୂଆପଡ଼ାର ସଚିନ ବେହେରା ହେଲେ ଷ୍ଟ୍ରାଇକର୍ ଅଫ୍ ଇଣ୍ଡିଆ, ଲକ୍ଷ୍ୟ ଏବେ ଗିନିଜ ବୁକ୍
ନୂଆପଡ଼ା ଜିଲ୍ଲାର ସଚିନ ବେହେରା ୬୦ ସେକେଣ୍ଡରେ ୧୪୬ ଥର ନିଷ୍ଟ୍ରାଇକ୍ କରି ଷ୍ଟ୍ରାଇକର୍ ଅଫ୍ ଇଣ୍ଡିଆ ରେକର୍ଡ ହାସଲ କରିଛନ୍ତି। ସେ ଯୁବପିଢ଼ିଙ୍କୁ ନିଶା ଛାଡ଼ି ଖେଳକୁଦରେ ମନୋନିବେଶ କରିବାକୁ ଆହ୍ୱାନ ଦେଇଛନ୍ତି।