କଳାହାଣ୍ଡି: ବଡକୁଟୁରେ ଆରମ୍ଭ ହେଲା ଦୁର୍ଗା ପୂଜା: ହାତୀ ନଦୀରୁ କଳସ ଶୋଭାଯାତ୍ରା
Kalahandi, Kalahandi | Oct 17, 2026
ବଡକୁଟୁ ସାର୍ବଜନୀନ ଦୁର୍ଗା ପୂଜା ମଣ୍ଡପରେ ମହା ସପ୍ତମୀ ଅବସରରେ କଳସ ଶୋଭାଯାତ୍ରା ଓ ଅଧିବାସ ପୂଜା ସମ୍ପନ୍ନ। କର୍ତା ଭାବେ ନେତ୍ରାନନ୍ଦ ସ୍ଵାଇଁ ଓ ଧରିତ୍ରୀ ସ୍ଵାଇଁ ଦାୟିତ୍ୱ ତୁଲାଉଛନ୍ତି।