ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଜିଆର ପେଲେସ ଠାରେ ଦୁଇ ଦିନିଆ ୫ମ ଚେସ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ପଶ୍ଚିମ ଓଡିଶାର ଅନେକ ଚେସ ପ୍ରେମୀ ଯୋଗ ଦେଇଥିବା ବେଳେ ବଲାଙ୍ଗୀର ଜିଲ୍ଲା ସହ ବରଗଡ଼, କଳାହାଣ୍ଡି, ନୂଆପଡା , ଝାରସୁଗୁଡା ଭଳି ଜିଲ୍ଲା ରୁ ଖେଳାଳି ମାନେ ସାମିଲ ରହିଥିଲେ । ଳ