ମକ୍ରlଗୁଡା ଠାରେ ପୋଡ଼ ମରା ପର୍ବ ପାଳିତ ଆଜି 11ତାରିଖ ରବିବାର ସକାଳ 10ଟାରେ ମକ୍ରାଗୁଡା ଠାରେ ପୋଡ଼ ମରା ପର୍ବ ସପୂର୍ଣ ହୋଇଛି ତେବେ ଦୀର୍ଘ ଏକ ମlସଧରୀ ଗାଁ ଉତ୍ସବ ମୁଖର ଥିଲା ତେବେ ପୂର୍ବ କାଳର ପ୍ରଥା ହିସାବରେ ଗ୍ରାମର ଆଦିବାସୀ ମାନେ ଗ୍ରାମର ଧରଣୀ ଦେବି କୁ ଶାନ୍ତି କରିବା ପାଇଁ ପୋଡ଼ ବଳି ଦେଇଥାନ୍ତି ଓ ଏହି ଦିନ ଅଞ୍ଚଳ ର ବହୁ ଗ୍ରାମର ଆଦିବାସୀ ମାନଙ୍କୁ ନମତ୍ରଣ କରିଥାନ୍ତି ତେବେ ଗୋଟିଏ ଦିନ ପୂର୍ବରୁ ରାତ୍ରି ସାରା ଉଜାଗର ରହି ତାଙ୍କର ରୀତିନୀତି ହିସାବରେ ପୂଜାପାଠ କରିଥାନ୍ତି ତେବେ ଆଜି ମକ୍ରାଗୁଡା ଠାରେ ଏହି ପର୍ବ ଶାନ୍ତିର ସହିତ ସପୂର୍ଣ ହୋଇଛି