ପାରଳାଖେମୁଣ୍ଡି: ମହେନ୍ଦ୍ରଗିରିରେ ଆୟୋଜିତ ହେବ 23ତମ ଜାତୀୟ ମାଉଣ୍ଟେନ୍ ବାଇକ୍ ଚାମ୍ପିଅନ୍ସିପ୍
ଗଜପତି ଜିଲ୍ଲାର ମହେନ୍ଦ୍ରଗିରିଠାରେ ଅକ୍ଟୋବର 1ରୁ 4 ତାରିଖ ଯାଏଁ 23ତମ ଜାତୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନ୍ସିପ୍ ଅନୁଷ୍ଠିତ ହେବ। ଏଥିରେ ଦେଶର 30ଟି ରାଜ୍ୟରୁ 800ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ।