Public App Logo
Jansamasya
National
Delhi
Digitalindia
Didyouknow
Pmmsy
Constitutionday
Matsyasampadasesamriddhi
Fitwithfish
Fisheries
Nfdp
Samvidhandivas
Indianconstitution
Fidfimpact
Kisancreditcard
Valueaddition
South_delhi
North_delhi
Vandemataram
Dahd
West_delhi
North_west_delhi
Haryana
���ीएसटी
Cybersecurityawareness
Nextgengst
Happydiwali
Diwali2025
Railinfra4andhrapradesh
Responsiblerailyatri

ରାଉରକେଲା ମ୍ୟୁନିସିପାଲଟି: ପାନପୋଷ ନୂଆ ମାର୍କେଟ ସ୍ଥିତ ୨୦୦ ଦୋକାନୀଙ୍କ ଆନ୍ଦୋଳନ, ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ଦୋକାନୀ

ରାଉରକେଲା ପାନପୋଷ ନୂଆ ମାର୍କେଟ ସ୍ଥିତ ୨୦୦ ଦୋକାନୀଙ୍କ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଟିନ୍ ସେଡ୍ ଦୋକାନ ନିଲାମ ପ୍ରତିବାଦରେ ବଜାର ବନ୍ଦ କରିଥିଲେ। ଆରଏମସି ଓ ସ୍ମାର୍ଟ ସିଟି ବିବାଦ ଅଭିଯୋଗ। କମିଶନରଙ୍କ ନିକଟରେ ଅଭିଯୋଗ କଲେ ଦୋକାନୀ। ସୋମବାର ମଧ୍ୟାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ଦୋକାନୀ।

MORE NEWS