Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ଭଞ୍ଜନଗର: ଗଂଜାମ ଜିଲ୍ଲା ଭଂଜନଗର ବ୍ଲକ ନେଟେଙ୍ଗା ଗାଁ ଛକରେ ଏକ ଦୁର୍ଘଟଣା ଘଟିଯାଇଛି ।

Bhanjanagar, Ganjam | Jan 9, 2026
ଗଂଜାମ ଜିଲ୍ଲା ଭଂଜନଗର ବ୍ଲକ ନେଟେଙ୍ଗା ଗାଁ ଛକରେ ଏକ ଦୁର୍ଘଟଣା ଘଟିଯାଇଛି । ଏଥିରେ ଜଣେ ଗୁରୁତ୍ଵର ହୋଇଥିବାର ଖବର ମିଳିଥିବା ବେଳେ ମୋଟରସାଇକେଲ ଓ ଟାଟା ମେଜିକ ମଧ୍ୟରେ ଧକ୍କା ହୋଇଥିଲା । ଘଟଣାଟି ଅ।ଜି ରାତ୍ର 7 ଘଣ୍ଟ ସମୟରେ ଘଟିଥିବାର ଖବର ମିଳିଥିବା ବେଳେ ଗୁରୁତ୍ଵର ଜଣକୁ ଭଂଜନଗର ମେଡିକାଲରେ ଚିକିଛା ପାଇଁ ଭର୍ତ୍ତି କରାଯାଇଛି ।

MORE NEWS