କଣ୍ଟାବାଞ୍ଜି: କଣ୍ଟାବାଞ୍ଜିରେ ମୃତ ଶ୍ରମିକଙ୍କ ପରିବାର ପାଖରେ ପହଞ୍ଚିଲେ ବିଧାୟକ ଲକ୍ଷ୍ମଣ ବାଗ
କଣ୍ଟାବାଞ୍ଜି ରେଳ ଷ୍ଟେସନରେ ମିଳିଲା ଗଞ୍ଜାମର ଶ୍ରମିକଙ୍କ ମୃତଦେହ। ଦୁଃଖଦ ପରିସ୍ଥିତିରେ ପରିବାରକୁ ଭେଟି ସାନ୍ତ୍ୱନା ଦେଲେ ବିଧାୟକ ଲକ୍ଷ୍ମଣ ବାଗ। ମୃତଦେହକୁ ନିଜ ଗ୍ରାମକୁ ପଠାଇବା ପାଇଁ କଲେ ବ୍ୟବସ୍ଥା।