ଝାରସୁଗୁଡା: ଝାରସୁଗୁଡ଼ା: NH-200 ରୁ ଦଣ୍ଡାବୁଡ଼ ଯାଏଁ ନୂଆ ରାସ୍ତା, ଭିତ୍ତିପ୍ରସ୍ତର ସ୍ଥାପନ
ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ୍ରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନୂଆ ରାସ୍ତା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଜାତୀୟ ରାଜପଥ ୨୦୦ ରୁ ଦଣ୍ଡାବୁଡ଼ ପର୍ଯ୍ୟନ୍ତ ଏହି ରାସ୍ତା ନିର୍ମାଣ ହେଲେ ସ୍ଥାନୀୟ ଲୋକଙ୍କ ଯାତାୟାତ ସହ ଅଞ୍ଚଳର ଆର୍ଥିକ ଓ ସାମାଜିକ ବିକାଶ ହେବ।