ରେମୁଣା: ନୀଳଗିରିରେ 'ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ' ବୈଠକ: ଯୋଗଦେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ
ନୀଳଗିରିଠାରେ BJYM ପକ୍ଷରୁ 'ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ' ସମ୍ପର୍କିତ ବୈଠକ ଅନୁଷ୍ଠିତ। ଏଥିରେ ଯୋଗଦେଇ ଯୁବଶକ୍ତିଙ୍କୁ ସତ୍ୟ ଓ ତଥ୍ୟ ଆଧାରରେ ବିଚାର କରିବାକୁ ଆହ୍ୱାନ ଦେଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ।