Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

କବିସୂର୍ଯ୍ୟନଗର: ଏସ. ଛଚିନା ସ୍ଥିତ ଶ୍ରୀ ଶ୍ରୀ ସାଇବାବା ମନ୍ଦିର ଗସ୍ତ କଲେ ବିଧାୟକ

Kabisuryanagar, Ganjam | Nov 30, 2025
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ. ଛଚିନା ଗିରିପୂଜା ପାହାଡ଼ ସ୍ଥିତ ଶ୍ରୀ ଶ୍ରୀ ସାଇବାବା ମନ୍ଦିର ରବିବାର ଦିନ ଗସ୍ତ କରିଛନ୍ତି କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ । ଗତ ଗୁରୁବାର ଦିନ ଏହି ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ତେବେ ବିଧାନସଭା ଅଧିବେଶନ ଚାଲିଥିବା ଯୋଗୁଁ ଆସିପାରି ନ ଥିଲେ । ତେଣୁ ଆଜି ଆସି ସାଇବାବାଙ୍କ କୃପା ଲାଭ କରିଥିଲେ । ଏଥିସହ ପରିଚାଳନା କମିଟି ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଵା ସହ ଏଠାରେ ଚାଲିଥିବା ପାର୍କ, ରାସ୍ତା କମ ବିଷୟରେ ଆଲୋଚନା କରିଥିଲେ ।