ତେଲକୋଇ: ମାନପୁର ବାଣବିସ୍ଫୋରଣ ଘଟଣାରେ ସାଇଣ୍ଟିଫିକ ଟିମର ତଦନ୍ତ
କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ମାନପୁର ଗ୍ରାମ ବାଣବିସ୍ଫୋରଣ ମାମଲାରେ ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ଓ ବମ ସ୍କାଡ ତଦନ୍ତ କରିଛନ୍ତି। ବୃଦ୍ଧା ପ୍ରତିମା ସାହୁଙ୍କ ମୃତ୍ୟୁ ପରେ ପୋଲିସ ବିଭିନ୍ନ ଦିଗରୁ ଯାଞ୍ଚ ଆରମ୍ଭ କରିଛି।