ସୋର: ସୋର ସାଜନପୁରରେ ନୂତନ ଅଙ୍ଗନୱାଡି ଓ କଂକ୍ରିଟ ରାସ୍ତାର ଶୁଭ ଶିଳାନ୍ୟାସ କଲେ ବିଧାୟକ
Soro, Balasore | Oct 7, 2026 ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ସାଜନପୁର ପଞ୍ଚାୟତରେ ଦୁଇଟି ଅଙ୍ଗନୱାଡି କେନ୍ଦ୍ର ଓ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ। ବିଧାୟକ ମାଧବ ଧଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।