#ବିରଳ_ପ୍ରଜାତିର_ବଜ୍ରକାପ୍ତା_ଉଦ୍ଧାର
🚨 ବୋରିଗୁମ୍ମାରେ ଦୁର୍ଗାପୂଜା ମଣ୍ଡପ ନିକଟରୁ ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର!
🔥 ମାଣିକେଶ୍ୱରୀ ମଣ୍ଡପ ନିକଟରେ ବୁଲୁଥିଲେ ଦୁଇଟି ବଜ୍ରକାପ୍ତା!
🚨 ଗୋଟିଏ ଉଦ୍ଧାର, ଅନ୍ୟଟି ଗାଏବ — କେଉଁଠୁ ଆସିଲେ ବଜ୍ରକାପ୍ତା?
🐾 ୫ କିଲୋରୁ ଅଧିକ ଓଜନ, ସ୍ୱାସ୍ଥ୍ୟ ପରୀକ୍ଷା ପରେ ସୁରକ୍ଷିତ ସ୍ଥାନରେ ଛଡ଼ାଯିବ!
#Borigumma #ବଜ୍ରକାପ୍ତା #WildlifeRescue #KoraputNews #BreakingNews #Koraput #fbviralvideo #viralvideo #nonfollowers #OdishaNews #ForestDepartment #Pangolin #ViralNews #National24
Khordha, Khordha | Oct 20, 2026