Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

ଓରିଏଣ୍ଟ: ଓରିଏଣ୍ଟ କୋଳିୟାରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ତାଲା ବନ୍ଦ ଆନ୍ଦୋଳନ,ଅଭିଯୋଗକୁ ନେଇ ପ୍ରଧାନ ଶିକ୍ଷୟତ୍ରୀଙ୍କ ପ୍ରତିକ୍ରିୟା

Orient, Jharsuguda | Nov 28, 2025
ବ୍ରଜରାଜନଗର ସ୍ଥିତ ଓରିଏଣ୍ଟ କୋଳିୟାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବିରୁଦ୍ଧରେ ଛାତ୍ରଛାତ୍ରୀ ଙ୍କ ଅଭିଯୋଗ ଏବଂ ବଦଳି ଦାବିରେ ବିଦ୍ୟାଳୟରେ ତାଲା ପକାଇବା ଘଟଣାକୁ ନେଇ ଆଜି ଦିନ ବାରଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ। ତେବେ ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ବିଷୟରେ ସେ ଜାଣିନାହାନ୍ତି।କିଛି ଛାତ୍ର ଵିଦ୍ୟାଳୟରେ ବିଶୃଙ୍ଖଳା ଏବଂ ବିଦ୍ୟାଳୟ ର ଶିକ୍ଷକଙ୍କୁ ଦୁର୍ବ୍ୟବହାର କୁ ନେଇ ତାଗିଦ କରିଥିଲେ ବୋଲି ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପ୍ରତିକ୍ରିୟା ରେ କହିଛନ୍ତି।