ରାୟଗଡା: ମହେନ୍ଦ୍ରଗିରିରେ ସଫଳତାର ସହ ସମାପ୍ତ ହେଲା 23ତମ ଜାତୀୟ MTB ସାଇକ୍ଲିଂ ଚାମ୍ପିଅନଶିପ୍
ଗଜପତିର ମହେନ୍ଦ୍ରଗିରିରେ ଶେଷ ହେଲା ତେଇଶତମ ଜାତୀୟ ଏମଟିବି ସାଇକ୍ଲିଂ ଚାମ୍ପିଅନଶିପ୍। ତାମିଲନାଡୁ ଚାମ୍ପିଅନ୍ ହୋଇଥିବା ବେଳେ କର୍ଣ୍ଣାଟକ ରନର୍ସ-ଅପ୍ ହୋଇଛି। ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟର ସାଇକ୍ଲିଷ୍ଟମାନେ ଅଂଶଗ୍ରହଣ କରି ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ।