ନୂଆପଡା: ସୁନାବେଡା ଚାଉଳଧୁଆ ଜଳପ୍ରପାତ ନେଇ ବନ ବିଭାଗର କଡା ନିର୍ଦ୍ଦେଶ
ନୂଆପଡା ସୁନାବେଡା ଅଭୟାରଣ୍ୟର କୋର ଏରିଆରେ ଥିବା ଚାଉଳଧୁଆ ଜଳପ୍ରପାତକୁ ନେଇ ଆସିଲା ବଡ ସୂଚନା। କୋର ଏରିଆରେ ବାଘଙ୍କ ସଂଚରଣ ଯୋଗୁଁ ପର୍ଯ୍ୟଟକଙ୍କ ପ୍ରବେଶକୁ ନେଇ କ'ଣ କହିଲେ ବନଖଣ୍ଡ ଅଧିକାରୀ ସମୀର ସାହୁ? ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ।