Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
मौत
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh

ନୟାଗଡ ସଦର: ଘରୋଇ କଳହ କୁ ନେଇ ଗୋଡିପଡା ତଲାରି ବନ୍ଧ ଗ୍ରାମର ଯୁବକ ବିଷ ପିଇ ମୁଖ୍ୟ ଚିକିତ୍ସା ଳୟ ରେ ଭର୍ତି

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତି ରେ ଗୋଡିପଡା ତଲାରୀବନ୍ଧ ଗାଁ ରେ ଯୁବକନୀଳମଣି ପ୍ରଧାନ ନିଜ ବାପା ଙ୍କ ସହ କଳି କରି କେଉଁ ଆଡେ ଚାଲିଯାଇଥିଲେସୂଚନା ଅନୁଯାୟୀ, ନୀଳମଣି ଫେରି ନିଜ ଗ୍ରାମରେ ବସ ଷ୍ଟାଣ୍ଡ ରେ ବସି କିଛି ବିଷ ପାନକ ରିଥିଲେ, ପରି ବାର ଲୋକେ ଖୋଜା ଖୋଜି କରିଥିଲେ ମଧ୍ୟ୍ୟ କିଛି ସୁରାକ ପାଇ ନଥିଲେ,ପରବର୍ତୀ ମୁହୂର୍ତ୍ତ ରେ ନୀଳମଣି ଗୁରୁତ୍ୱର ହେବାରୁଗତ କାଲି ରାତ୍ର 2ଟା ସମୟ ରେ ମୁଖ୍ୟ ଚିକିତ୍ସା ଳୟ ରେ ଭ ର୍ତି ହୋଇଥିଲେ, ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି

MORE NEWS