Public App Logo
Jansamasya
News
���ुलिस
Maharashtra
Bjp
National
Police
Bihar
India
Uttar_pradesh
Congress
Modi
Delhi
Viral
Jharkhand
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
Crimenews
Karnataka
Aap

ମୋହନା: ଲବାରସିଂ ଯାତ୍ରୀ ବିଶ୍ରାମାଗାରା ରୂ ଅଜଣା ମହିଳାଙ୍କୁ ଉଦ୍ଧାର କରି ପୋଲିସ କୁ ହସ୍ତାନ୍ତର କଲେ ଗ୍ରାମବାସୀ l

Mohana, Gajapati | Sep 19, 2025
ଅଜଣା ଯୁବତୀଙ୍କୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ l ତେବେ ଆଜି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲବାରସିଂ ଯାତ୍ରୀ ବିଶ୍ରାମଗାର ଠାରେ ସକାଳ ଠାରୁ ଏକ ଅଜଣା ମହିଳା ଯିଏ କି କିଛି କଥା କହିପାରୁନଥିବା ବେଳେ କୌଣସି ଭାଷା ମଧ୍ୟ ବୁଝିପାରୁନଥିଲା ତେବେ ଲବାରସିଂ ଗ୍ରାମର ଲୋକେ ଏହି ଖବର 112 ନମ୍ବରରେ ଖବର ଦେଇଥିଲେ। ପରେ ଆଜି ସନ୍ଧ୍ୟା ୭ ଘଣ୍ଟ ସମୟରେ ଉଦ୍ଧାର କରି ଆଣିଥିଲା ଯୁବତୀ ଙ୍କୁ।
ମୋହନା: ଲବାରସିଂ ଯାତ୍ରୀ ବିଶ୍ରାମାଗାରା ରୂ ଅଜଣା ମହିଳାଙ୍କୁ ଉଦ୍ଧାର କରି ପୋଲିସ କୁ ହସ୍ତାନ୍ତର କଲେ ଗ୍ରାମବାସୀ l - Mohana News