Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Cbi
Mathura
Fatehpur
Jodhpur
Amitshah
Uppolice
Punjab

ପୋଲସରା: ପୋଚାଲୁଣ୍ଡି ପଞ୍ଚାୟତ ସମେତ ବିଭିନ୍ନ ସ୍ଥାନର ଉନ୍ନୟନ କାର୍ଯ୍ୟ ର ସମୀକ୍ଷା କଲେ ବୁଗୁଡ଼ା ବିଡିଓ

Polasara, Ganjam | Nov 28, 2025
ସରକାରୀ ଅର୍ଥ ରେ ନିର୍ମାଣ ହୋଇଥିବା କାର୍ଯ୍ୟ କିପରି ହୋଇଛି l ତାହା ଜନସାଧାରଣ ଙ୍କ କିଭଳି କାର୍ଯ୍ୟରେ ଆସିବା ତାହାକୁ ତାହାର ତଦାରଖ କରିଛନ୍ତି ଅଧିକାରୀ l ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ସରକାରୀ ଯୋଜନା ରେ ନିର୍ମାଣ ଧିନ କାର୍ଯ୍ୟ ର ତଦାରଖ କରିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ l ସେ ପୋଚାଲୁଣ୍ଡି ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ନିର୍ମାଣ ଧିନ ମନେରେଗା, ଏସଏଫସି, ସିଏଫସି ଅନୁଦାନ କାର୍ଯ୍ୟ ଏବଂ ହିତାଧିକାରୀ ଙ୍କ ଆବାସ, ଅନ୍ତୋଦୟ ଗୃହ ର ନିର୍ମାଣ କାର୍ଯ୍ୟ ବୁଲି ଦେଖୀବା ସହ ତଦାରଖ କରିଛନ୍ତି l