ଅଭିଯୋଗ ମୁତାବକ ନର୍ଲା ଥାନା ଅନ୍ତର୍ଗତ ଭାନ ପୁର ପଞ୍ଚାୟତ ର ଜଣେ ଭିନ୍ନକ୍ଷମ ଯୁବତୀ ଙ୍କୁ କେସିଙ୍ଗା ଥାନା ଅଞ୍ଚଳର ଜଣେ ଯୁବକ ଶାରିରୀକ ଶୋଷଣ କରିଥିଲା ଯୁବତୀ ଜଣକ ଯୁବକ ଙ୍କୁ ଯୋଗାଯୋଗ କରିବା ପରେ ମଧ୍ୟ ଯୁବକ ଫେରାର ହୋଇଥିଲା ଏହି ଘଟଣା କୁ ନେଇ ଆଜି ଗୁରୁବାର ଦିନ ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ଥାନରେ ଅଭିଯୋଗ କରିଛନ୍ତି ଦୃଷ୍ଟିହୀନ ଯୁବତୀ