ନୂଆପଡା: ନୂଆପଡା ଦର୍ଲିମୁଣ୍ଡା ପଞ୍ଚାୟତରେ ବିଜେଡି କର୍ମୀ ବୈଠକ ଅନୁଷ୍ଠିତ
ନୂଆପଡା ସଦର ବ୍ଲକ ଦର୍ଲିମୁଣ୍ଡା ପଞ୍ଚାୟତରେ ବିଜେଡି କର୍ମୀ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଜିଲ୍ଲା ବିଜେଡି ସଭାପତି ଅବନୀ ଯୋଶୀ, ଭାନୁ ପ୍ରତାପ ସିଂ ମାଝୀ, ରାଜେଶ ନିଗମ ଏବଂ ଚୂରଣ ସିଂ ମାଝୀଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ।