ଫୁଲବାଣୀ ସହର: ଖଜୁରୀପଡା ଥାନା ଅଞ୍ଚଳରେ 85ଏକର ଜମି ରୁ ଗଞ୍ଜେଇ ଗଛ କୁ କାଟି ନଷ୍ଟ କରିଛି ପୁଲିସ
ଖଜୁରୀପଡା ଥାନା ଅଞ୍ଚଳରେ 85ଏକର ଜମି ରୁ ଗଞ୍ଜେଇ ଗଛ କୁ କାଟି ନଷ୍ଟ କରାଯାଇଛି, ଏହି କଟିଂ କାଯ୍ୟକ୍ରମ ଟି ଶନିବାର ଅପରାହ୍ନ 4ଘଣ୍ଟିକା ସମୟରେ SP ଙ୍କ କାଯ୍ଯାଳୟ ରୁ ସୁଚନା ମିଳିଛି, ସୁଚନା ମୁତାବକ ଅରାପାଜୁ ପଞ୍ଚାୟତର ରକଡିପଦର,ଢେଡିବାଙ୍କ, ମଣ୍ଡଳି, ଝାଢଦର ଜଙ୍ଗଲ ରୁ 85ଏକର ଜମିରୁ ଗଞ୍ଜେଇ ଗଛ କଟା ଯାଇଥିବା ନେଇ ସୁଚନା ମିଳିଛି