Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Cbi

କବିସୂର୍ଯ୍ୟନଗର: କବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀ ସମା ଗ୍ରାମର ସନ୍ୟାସୀ ରାୟ ଙ୍କ ପୁତ୍ର ଆଲୋକ ରାୟ ଙ୍କ ବିୟୋଗ ଶୁଣି ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ ବିଧାୟକ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମା ଗ୍ରାମ ର ସନ୍ୟାସୀ ରାୟ ଙ୍କ ପୁତ୍ର ଆଲୋକ ରାୟ ଙ୍କ ବିୟୋଗ ଶୁଣି ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି ବିଧାୟକ ଏବଂ ତାଙ୍କ ବାସ ଭବନ କୁ ଯାଇ ସ୍ବର୍ଗତ ଆଲୋକ ଙ୍କ ଅମର ଆତ୍ମା ର ସଦଗତି କାମନା କରି ଏହି ଅସମୟ ରେ ପରିବାର ଲୋକଙ୍କୁ ଧର୍ଯ୍ୟ ଓ ସାହସ ଦିଅନ୍ତୁ ବୋଲି ଠାକୁର ଙ୍କ ନିକଟରେ ପ୍ରାଥନା କରିଛନ୍ତି ବିଧାୟକ।