ପାରଳାଖେମୁଣ୍ଡି: କେ.ସିତପୁରରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର
ପାରଳାଖେମୁଣ୍ଡିର କେ.ସିତପୁର ଗ୍ରାମରେ ସେବା ପକ୍ଷବାଡ଼ା ଅବସରରେ ମାଇ ଭାରତ ଗଜପତି ପକ୍ଷରୁ ଗ୍ରାମୀଣ ଚିକିତ୍ସା ଶିବିର ଆୟୋଜିତ ହୋଇଛି। ଶିବିରରେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ପରାମର୍ଶ ଦିଆଯାଇଛି।