ହିନ୍ଦୋଳ: ଢେଙ୍କାନାଳରେ ଶିଶୁ ଶ୍ରମିକ ବିରୋଧୀ ଅଭିଯାନ: ୫ ଶିଶୁ ଉଦ୍ଧାର, ଜାଣନ୍ତୁ କ'ଣ ରହିଛି ଆଇନ
ଢେଙ୍କାନାଳ ଜିଲ୍ଲାରେ ଶିଶୁ ଶ୍ରମିକ ନିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ। ଓଡ଼ାପଡ଼ା ଓ ଗଁଦିଆ ବ୍ଲକରୁ ମୋଟ ୫ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି। ଶିଶୁ ଶ୍ରମିକ ରଖିଲେ ୫୦ ହଜାର ଟଙ୍କା ଜୋରିମାନା ଓ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି।