ଝାରସୁଗୁଡା: ଝାରସୁଗୁଡ଼ାରେ 26 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପରିବହନ ପ୍ରକଳ୍ପ, ନୂତନ ବସ୍ ସେବା ଆରମ୍ଭ
ଝାରସୁଗୁଡ଼ା ଜିଲ୍ଲାରେ 26 କୋଟିରୁ ଅଧିକ ଟଙ୍କା ବ୍ୟୟରେ ବେଲପାହାଡ଼ରେ ବସ୍ଷ୍ଟାଣ୍ଡ ଲୋକାର୍ପିତ ଓ ଲଖନପୁରରେ ନୂତନ ବସ୍ଷ୍ଟାଣ୍ଡର ଶିଳାନ୍ୟାସ। ଏହାସହ କିରମିରାରୁ ଲଖନପୁର ପର୍ଯ୍ୟନ୍ତ ନୂତନ 'ମୁଖ୍ୟମନ୍ତ୍ରୀ ବସ୍ ସେବା'ର ଶୁଭାରମ୍ଭ ହୋଇଛି।