Public App Logo
Jansamasya
News
Bjp
National
Police
Bihar
बिहार
India
कांग्रेस
भाजपा
Congress
Modi
Delhi
Viral
Jharkhand
Rajasthan
Bollywood
Patna
Breakingnews
Narendramodi
Madhya_pradesh
Cm
Pmmodi
Rahulgandhi
यूपी
Uttarpradesh
Haryana
Uttarakhand
Crimenews
Aap

ଯାଜପୁର: ପାଣିକୋଇଲିରେ ଟ୍ରୋମା କେୟାର ହସ୍ପିଟାଲ ହେଇ ପାରୁନି ଲୋକାର୍ପଣ,ସରକାରଙ୍କ ଉପରେ ବର୍ଷିଲେ ଯୁବ ନେତା ରାକେଶ କୁମାର ସାହୁ

Jajapur, Jajpur | Jun 19, 2026

MORE NEWS

#ସଡ଼କ_ଦୁର୍ଘଟଣାରେ_ଯୁବକଙ୍କ_ଗୃରୁତର। 
#୫୩_ନମ୍ବର_ଜାତୀୟ_ରାଜପଥ_ଚଣ୍ଡିଖୋଲ_ଟ୍ରାଫିକ_ଥାନା_ଆଗରେ_ଘଟିଛି_ସଡ଼କ_ଦୁର୍ଘଟଣା ‌। 
ଯୁବକ ଜଣକ OD 04 U 3660 ବୁଲେଟ୍ ରେ ଯାଉଥିଲେ । 
ପାରାଦ୍ଵୀପ - ଡ଼ୁବୁରୀ ଯାଉଥିବା ସମୟରେ ଟ୍ରାଫିକ ଥାନା ଆଗ ଗୋଲେଇ ରେ ଥିବା ହମ୍ସ୍ ନିକଟରେ ଘଟିଛି ଦୁର୍ଘଟଣା। 
ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗୁରୁତର ଯୁବକକୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। 
ଚଣ୍ଡିଖୋଲ ଫାଣ୍ଡି ପୋଲିସ ପହଞ୍ଚି ବୁଲେଟ୍ ଗାଡ଼ି କୁ ଜବତ୍ କରି ତଦନ୍ତ ଚଳାଇଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଯୁବକର ପରିଚୟ ହସ୍ତଗତ ହୋଇନାହିଁ। 
#RoadAccident 
#Roadaccidentnews
#Nh53
#Rtochandikhol
#Bulletaccdent
#Jajpur
#Barchanapollice
#chandikhol 
#ASMITAKHABAR

#ସଡ଼କ_ଦୁର୍ଘଟଣାରେ_ଯୁବକଙ୍କ_ଗୃରୁତର। #୫୩_ନମ୍ବର_ଜାତୀୟ_ରାଜପଥ_ଚଣ୍ଡିଖୋଲ_ଟ୍ରାଫିକ_ଥାନା_ଆଗରେ_ଘଟିଛି_ସଡ଼କ_ଦୁର୍ଘଟଣା ‌। ଯୁବକ ଜଣକ OD 04 U 3660 ବୁଲେଟ୍ ରେ ଯାଉଥିଲେ । ପାରାଦ୍ଵୀପ - ଡ଼ୁବୁରୀ ଯାଉଥିବା ସମୟରେ ଟ୍ରାଫିକ ଥାନା ଆଗ ଗୋଲେଇ ରେ ଥିବା ହମ୍ସ୍ ନିକଟରେ ଘଟିଛି ଦୁର୍ଘଟଣା। ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗୁରୁତର ଯୁବକକୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଚଣ୍ଡିଖୋଲ ଫାଣ୍ଡି ପୋଲିସ ପହଞ୍ଚି ବୁଲେଟ୍ ଗାଡ଼ି କୁ ଜବତ୍ କରି ତଦନ୍ତ ଚଳାଇଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଯୁବକର ପରିଚୟ ହସ୍ତଗତ ହୋଇନାହିଁ। #RoadAccident #Roadaccidentnews #Nh53 #Rtochandikhol #Bulletaccdent #Jajpur #Barchanapollice #chandikhol #ASMITAKHABAR

Jajapur, Jajpur | Jun 15, 2026

#ଏସି_ଲୋଡ୍_ହୋଇଯିବାରୁ_ଟ୍ରାଫରମର_ଭ୍ରଷ୍ଟ 
ସନ୍ଧ୍ୟାରେ ଚଣ୍ଡିଖୋଲରେ ଘଟିଛି ଏକ ଅଭାବନୀୟ ଘଟଣା। ରଜ ଭିଡ଼ରେ ଆତଙ୍କିତ ହୋଇପଡିଲେ ଜନସାଧାରଣ। 
#Eletry
#Electricdepartment
#Nesco
#Tpcodl
#Naulpureletrydepartment
#chandikhol 
#Firedepartmentchandikhol
#ASMITAKHABAR

#ଏସି_ଲୋଡ୍_ହୋଇଯିବାରୁ_ଟ୍ରାଫରମର_ଭ୍ରଷ୍ଟ ସନ୍ଧ୍ୟାରେ ଚଣ୍ଡିଖୋଲରେ ଘଟିଛି ଏକ ଅଭାବନୀୟ ଘଟଣା। ରଜ ଭିଡ଼ରେ ଆତଙ୍କିତ ହୋଇପଡିଲେ ଜନସାଧାରଣ। #Eletry #Electricdepartment #Nesco #Tpcodl #Naulpureletrydepartment #chandikhol #Firedepartmentchandikhol #ASMITAKHABAR

Jajapur, Jajpur | Jun 13, 2026

#ଗୋଦାବରୀଶ_ମିଶ୍ର_ଆଦର୍ଶ_ବିଦ୍ୟାଳୟର_ଶୁଭ_ଶିଳାନ୍ୟାସ
#GodabarishMishraAdarshaVidyalaya 
#Cmoodisha
#Mohanmajhi
#EducationministarofIndia
#DharmendraPradhan
#NityanandaGond
#Mlabarchana
#AmarNayak 
#Barchana
#ASMITAKHABAR
ବଡ଼ଚଣା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ର ତଥା ରାଜ୍ୟ ସରକାର ଙ୍କ ପକ୍ଷରୁ  ଦ୍ୱିତୀୟ ପର୍ଯ୍ୟାୟ ରେ ବିଧାୟକ ଅମର କୁମାର ନାୟକଙ୍କ ଦ୍ଵାରା ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ,ବିଶେଶ୍ୱର ଉଚ୍ଚ ବିଦ୍ୟାଳୟ ଚଣ୍ଡିତଳ ଓ କୋଲସାହି ସରକାରୀ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ଦ୍ଵାରା ଆଭାଷୀ ମାଧ୍ୟମରେ  ଶୁଭ ଶିଳାନ୍ୟାସ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବଡ଼ଚଣା ଶିକ୍ଷାମଣ୍ଡଳ ଅଧିକାରୀଙ୍କ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିଷୟତ୍ରୀ ଓ ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି, ଉପାଧ୍ୟକ୍ଷ ବିଭାଷ ଚନ୍ଦ୍ର ନନ୍ଦ, ଯାଜପୁର ଜିଲ୍ଲା ପରିଷଦ ଉପଧ୍ୟାକ୍ଷ ଗଣେଶ୍ୱର ବରାଳ, ଜିଲ୍ଲା ପରିଷଦ ସଭ୍ୟ ଯଚିନ୍ଦ୍ର ନାୟକ, ଚଣ୍ଡିତଳ ସରପଞ୍ଚ ସାଗରୀକା ଵିହାରୀ,ଛତିଆ ସରପଞ୍ଚ ରମେଶ ପୃଷ୍ଟି, ସମିତି ସଭ୍ୟ ଦୀପକ ସାହୁ,ଦର୍ପଣ ପଞ୍ଚାୟତ ସରପଞ୍ଚ ରଞ୍ଜନ ଦାସ,ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧାନ,ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ସହ ସାଧାରଣ ମାନେ ଉପସ୍ଥିତ ଥିଲେ ।

#ଗୋଦାବରୀଶ_ମିଶ୍ର_ଆଦର୍ଶ_ବିଦ୍ୟାଳୟର_ଶୁଭ_ଶିଳାନ୍ୟାସ #GodabarishMishraAdarshaVidyalaya #Cmoodisha #Mohanmajhi #EducationministarofIndia #DharmendraPradhan #NityanandaGond #Mlabarchana #AmarNayak #Barchana #ASMITAKHABAR ବଡ଼ଚଣା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ର ତଥା ରାଜ୍ୟ ସରକାର ଙ୍କ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ରେ ବିଧାୟକ ଅମର କୁମାର ନାୟକଙ୍କ ଦ୍ଵାରା ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ,ବିଶେଶ୍ୱର ଉଚ୍ଚ ବିଦ୍ୟାଳୟ ଚଣ୍ଡିତଳ ଓ କୋଲସାହି ସରକାରୀ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ଦ୍ଵାରା ଆଭାଷୀ ମାଧ୍ୟମରେ ଶୁଭ ଶିଳାନ୍ୟାସ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବଡ଼ଚଣା ଶିକ୍ଷାମଣ୍ଡଳ ଅଧିକାରୀଙ୍କ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିଷୟତ୍ରୀ ଓ ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି, ଉପାଧ୍ୟକ୍ଷ ବିଭାଷ ଚନ୍ଦ୍ର ନନ୍ଦ, ଯାଜପୁର ଜିଲ୍ଲା ପରିଷଦ ଉପଧ୍ୟାକ୍ଷ ଗଣେଶ୍ୱର ବରାଳ, ଜିଲ୍ଲା ପରିଷଦ ସଭ୍ୟ ଯଚିନ୍ଦ୍ର ନାୟକ, ଚଣ୍ଡିତଳ ସରପଞ୍ଚ ସାଗରୀକା ଵିହାରୀ,ଛତିଆ ସରପଞ୍ଚ ରମେଶ ପୃଷ୍ଟି, ସମିତି ସଭ୍ୟ ଦୀପକ ସାହୁ,ଦର୍ପଣ ପଞ୍ଚାୟତ ସରପଞ୍ଚ ରଞ୍ଜନ ଦାସ,ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧାନ,ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ସହ ସାଧାରଣ ମାନେ ଉପସ୍ଥିତ ଥିଲେ ।

Jajapur, Jajpur | Jun 7, 2026