Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka

ଛମଉଜ ଜଳେଶ୍ୱର ରେ ମହାପ୍ରଭୁ ଙ୍କ ଘୋଷଯାତ୍ରା Live

Kamarda, Balasore | Jul 16, 2026

MORE NEWS

ଏସଏମସି ଗଠନକୁ ନେଇ ମୁଖ୍ୟଶିକ୍ଷକଙ୍କୁ ତାଲା ପକାଇଲେ ଅଭିଭାବକ lଏସଏମସି (ସ୍କୁଲ ମ୍ୟାନେଜମେଣ୍ଟ କମିଟି) ଗଠନକୁ ନେଇ ଉତ୍ତେଜନା। ପ୍ରଧାନ ଶିକ୍ଷକଙ୍କୁ ସ୍କୁଲ ଭିତରେ ତାଲା ପକାଇ ଅଟକ ରଖିଲେ ଛାତ୍ରଛାତ୍ରୀଙ୍କ ଅଭିଭାବକ। ଏଭଳି ଘଟଣା ଘଟିଛି ଭୋଗରାଇ ବ୍ଲକ ମହେଶ୍ୱର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିଲ ବାରବାଟିଆରେ।  ଏସଏମସି ଗଠନକୁ ନେଇ ଅସନ୍ତୋଷ ପ୍ରକାଶ କରି ଅଭିଭାବକମାନେ ମୁଖ୍ୟଶିକ୍ଷକଙ୍କୁ ପ୍ରାୟ ୬ ଘଣ୍ଟା ଧରି ଅଟକ ରଖିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ, ୬ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ଉଚ୍ଚପଦସ୍ଥ ଶିକ୍ଷା ଅଧିକାରୀ କିମ୍ବା ପୋଲିସ ଘଟଣାସ୍ଥଳରେ ପହଞ୍ଚିନଥିବା ସୂଚନା ମିଳିଛି।

#odia 
#NewsUpdate 
#instagram 
#swadhinlive

ଏସଏମସି ଗଠନକୁ ନେଇ ମୁଖ୍ୟଶିକ୍ଷକଙ୍କୁ ତାଲା ପକାଇଲେ ଅଭିଭାବକ lଏସଏମସି (ସ୍କୁଲ ମ୍ୟାନେଜମେଣ୍ଟ କମିଟି) ଗଠନକୁ ନେଇ ଉତ୍ତେଜନା। ପ୍ରଧାନ ଶିକ୍ଷକଙ୍କୁ ସ୍କୁଲ ଭିତରେ ତାଲା ପକାଇ ଅଟକ ରଖିଲେ ଛାତ୍ରଛାତ୍ରୀଙ୍କ ଅଭିଭାବକ। ଏଭଳି ଘଟଣା ଘଟିଛି ଭୋଗରାଇ ବ୍ଲକ ମହେଶ୍ୱର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିଲ ବାରବାଟିଆରେ। ଏସଏମସି ଗଠନକୁ ନେଇ ଅସନ୍ତୋଷ ପ୍ରକାଶ କରି ଅଭିଭାବକମାନେ ମୁଖ୍ୟଶିକ୍ଷକଙ୍କୁ ପ୍ରାୟ ୬ ଘଣ୍ଟା ଧରି ଅଟକ ରଖିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ, ୬ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ଉଚ୍ଚପଦସ୍ଥ ଶିକ୍ଷା ଅଧିକାରୀ କିମ୍ବା ପୋଲିସ ଘଟଣାସ୍ଥଳରେ ପହଞ୍ଚିନଥିବା ସୂଚନା ମିଳିଛି। #odia #NewsUpdate #instagram #swadhinlive

Kamarda, Balasore | Jul 17, 2026

"ଭାବର ଠାକୁରଙ୍କୁ ବାନ୍ଧିଦେଲା କୁନି କୁନି ପିଲାଙ୍କ ନିଷ୍କପଟ ଭକ୍ତି; ଗାଁ ଦାଣ୍ଡରେ ଗଡ଼ିଲା କୁନି ରଥ"

#OdiaNews 
#NewsUpdate 
#rathayatra 
#bhogorai 
#balasory 
#swadhinlive

"ଭାବର ଠାକୁରଙ୍କୁ ବାନ୍ଧିଦେଲା କୁନି କୁନି ପିଲାଙ୍କ ନିଷ୍କପଟ ଭକ୍ତି; ଗାଁ ଦାଣ୍ଡରେ ଗଡ଼ିଲା କୁନି ରଥ" #OdiaNews #NewsUpdate #rathayatra #bhogorai #balasory #swadhinlive

Kamarda, Balasore | Jul 16, 2026

ଟ୍ରଲର ଦୁର୍ଘଟଣା କୁ ନେଇ ବିଧାୟକ ଙ୍କ ପ୍ରେସମିଟ 

Live

ଟ୍ରଲର ଦୁର୍ଘଟଣା କୁ ନେଇ ବିଧାୟକ ଙ୍କ ପ୍ରେସମିଟ Live

Kamarda, Balasore | Jul 15, 2026