ନୂଆପଡା: ଖରିଆର ରୋଡ଼ରେ ରାବଣ ପୋଡ଼ି ଉତ୍ସବରେ ଯୋଗଦେଲେ ନୂଆପଡା ବିଧାୟକ ଜୟ ଢୋଲକିଆ
ଖରିଆର ରୋଡ଼ଠାରେ ଆୟୋଜିତ ପାରମ୍ପରିକ ରାବଣ ପୋଡ଼ି ଉତ୍ସବରେ ଯୋଗଦେଲେ ନୂଆପଡା ବିଧାୟକ ଜୟ ଢୋଲକିଆ। ଅସତ୍ୟ ଉପରେ ସତ୍ୟର ବିଜୟର ପର୍ବ ବିଜୟା ଦଶମୀ ଅବସରରେ ଏକ ସମୃଦ୍ଧ ଓ ବିକଶିତ ନୂଆପଡ଼ା ଗଠନ ପାଇଁ ସଂକଳ୍ପ ନେବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି।