ନୂଆପଡା: ଓଡ଼ିଶା-ଛତିଶଗଡ଼ ସୀମାରେ ମା ଭଇଁସାହିପାଟଙ୍କ ନବରାତ୍ର ପୂଜା ସମ୍ପନ୍ନ, ଶ୍ରଦ୍ଧାଳୁଙ୍କ ଭିଡ଼
ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଭଏଁସମୁଣ୍ଡିରେ ମା ଭଇଁସାହିପାଟଙ୍କ ନବରାତ୍ର ପୂଜା ଶେଷ ହୋଇଛି। ପଡ଼ୋଶୀ ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁ ଏଠାରେ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ। କମିଟି ସଭାପତି ଭରତ ଲାଲ ରାଉତ ଏନେଇ ସୂଚନା ଦେଇଛନ୍ତି।