Public App Logo
Jansamasya
News
Maharashtra
Bjp
National
Police
Bihar
Coronavirus
कांग्रेस
मौत
Accident
Congress
Modi
Delhi
Viral
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Chhattisgarh
Uttarpradesh
Haryana
Uttarakhand
लखनऊ
Crimenews

ମାଲକାନଗିରି: ଗନ୍ଧିପାଲି ଠାରେ ତମାଖୁ ମୁକ୍ତ ଭାରତ ଗଠନ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

MORE NEWS

ମାଲକାନଗିରି ସ୍ୱାସ୍ଥ୍ୟ ସେବାର ସମୀକ୍ଷା କଲେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ: ତୃଣମୂଳ ସ୍ତରରେ ଯୋଜନା ପହଞ୍ଚାଇବାକୁ ନିର୍ଦ୍ଦେସ 

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟ ସେବାର ଗୁଣାତ୍ମକ ମାନ ଏବଂ ସରକାରୀ ଯୋଜନାର ସଫଳ ରୂପାୟନ ନେଇ ଏକ ଉଚ୍ଚସ୍ତରୀୟ ମିଳିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ  ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ, ବ୍ଲକ ମେଡିକାଲ ଅଫିସର ଏବଂ ସମଗ୍ର ଆଇସିଡିଏସ  ବିଭାଗର ବରିଷ୍ଠ କର୍ମଚାରୀମାନେ ସାମିଲ ହୋଇଥିଲେ । ମାଲକାନଗିରି ଭଳି ଏକ ଜନଜାତି ବହୁଳ ଓ ଦୁର୍ଗମ ଅଞ୍ଚଳରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମଗୁଡ଼ିକୁ କିପରି ସୁରୁଖୁରୁରେ ଲୋକଙ୍କ ପାଖରେ ପହଞ୍ଚାଯାଇପାରିବ, ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

#MalkangiriNews

ମାଲକାନଗିରି ସ୍ୱାସ୍ଥ୍ୟ ସେବାର ସମୀକ୍ଷା କଲେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ: ତୃଣମୂଳ ସ୍ତରରେ ଯୋଜନା ପହଞ୍ଚାଇବାକୁ ନିର୍ଦ୍ଦେସ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟ ସେବାର ଗୁଣାତ୍ମକ ମାନ ଏବଂ ସରକାରୀ ଯୋଜନାର ସଫଳ ରୂପାୟନ ନେଇ ଏକ ଉଚ୍ଚସ୍ତରୀୟ ମିଳିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ, ବ୍ଲକ ମେଡିକାଲ ଅଫିସର ଏବଂ ସମଗ୍ର ଆଇସିଡିଏସ ବିଭାଗର ବରିଷ୍ଠ କର୍ମଚାରୀମାନେ ସାମିଲ ହୋଇଥିଲେ । ମାଲକାନଗିରି ଭଳି ଏକ ଜନଜାତି ବହୁଳ ଓ ଦୁର୍ଗମ ଅଞ୍ଚଳରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମଗୁଡ଼ିକୁ କିପରି ସୁରୁଖୁରୁରେ ଲୋକଙ୍କ ପାଖରେ ପହଞ୍ଚାଯାଇପାରିବ, ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । #MalkangiriNews

Malkangiri, Malkangiri | Jul 15, 2026

ମାଲକାନଗିରି ପୋଲିସର ବଡ଼ ସଫଳତା: ୫୦୩ କିଲୋରୁ ଅଧିକ ଗଞ୍ଜେଇ ଜବତ, ୟୁପିର ୨ ଅଭିଯୁକ୍ତ ଗିରଫ!

#MalkangiriPolice #DailyMalkangiri #Odisha

ମାଲକାନଗିରି ପୋଲିସର ବଡ଼ ସଫଳତା: ୫୦୩ କିଲୋରୁ ଅଧିକ ଗଞ୍ଜେଇ ଜବତ, ୟୁପିର ୨ ଅଭିଯୁକ୍ତ ଗିରଫ! #MalkangiriPolice #DailyMalkangiri #Odisha

Malkangiri, Malkangiri | Jul 14, 2026

୫୦୩ କେଜି ଗଞ୍ଜେଇ ସହ ଦୁଇ ଅନ୍ତର୍ରାଜ୍ୟ ଚୋରା ଚାଲାଣକାରୀ ଗିରଫ

୫୦୩ କେଜି ଗଞ୍ଜେଇ ସହ ଦୁଇ ଅନ୍ତର୍ରାଜ୍ୟ ଚୋରା ଚାଲାଣକାରୀ ଗିରଫ

Malkangiri, Malkangiri | Jul 14, 2026