Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata

ଛତ୍ରପୁର: ବ୍ରହ୍ମପୁର ସ୍ପୋର୍ଟ୍ସ ଏରିନା ଠାରେ ସାଂସଦ ଖେଳ ମହୋତ୍ସବର ଉଦଯାପନୀ ଉତ୍ସବ, ଯୋଗଦେଲେ ବ୍ରହ୍ମପୁର ମେୟର

Chhatrapur, Ganjam | Dec 3, 2025
ବ୍ରହ୍ମପୁର ମହାନଗର ନିଗମ ତରଫରୁ ସାଂସଦ ଖେଳ ମହୋତ୍ସବ ବ୍ରହ୍ମପୁର ସ୍ପୋର୍ଟ୍ସ ଏରିନା ଠାରେ ଉଦଯାପିତ ହୋଇଯାଇଛି। ବୁଧବାର ଅପରାହ୍ନରେ ଉଦଯାପନୀ କାର୍ଯ୍ୟକ୍ରମରେ ମେୟର ସଂଘମିତ୍ରା ଦଳାଇ ଏବଂ ସାଂସଦ ପ୍ରତିନିଧି, ବ୍ରହ୍ମପୁର ମହାନଗର ନିଗମ ର ସମସ୍ତ ଅଧିକାରୀଙ୍କ ଉପସ୍ଥିତରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ।